ହେଡଲାଇନସ୍:

 ଅଣୁ ବିନିଯୋଗ  ପାଣ୍ଠି ମାଧ୍ୟମରେ  ବାସୁଦେବ ସ୍ୱୟଂ ସହାୟୀକା ଗୋଷ୍ଠୀକୁ କୃଷିଋଣ ପ୍ରଦାନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

04-08-19-balianta.jpg - 48.23 kB

ବାଲିକୁଦା(ସୁଶାନ୍ତ ମହାନ୍ତି)  -ବାଲିକୁଦା ବ୍ଳକ ଅର୍ନ୍ତଗତ ଅରିଲୋ ଗ୍ରାମ ପଂଚାୟତ ର ରାଜୀବଗାନ୍ଧି ସେବା କେନ୍ଦ୍ରରେ ସରକାରଙ୍କ ୍ଦ୍ୱାରା ପ୍ରାୟୋଜିତ ଅଣୁ ବିନିଯୋଗ ପାଣ୍ଠି ସହାୟତାରେ ବାସୁଦେବ ସ୍ୱୟଂ ସହାୟୀକା ଗୋଷ୍ଠୀକୁ ଋୁଣ ପ୍ରଦାନ କରାଯାଇଛି । ଏହି ଅବସରରେ ସଭାପତି ହେମନ୍ତ ମଜଂରି ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଏକ ଅଣୁ ବିନିଯୋଗ ଯୋଜନା ସଭା କାରାଯାଇଥିଲା । ଏଥିରେ ଏମବି.କେ  ଆଦ୍ୟାରଶ୍ମି ତ୍ରିପାଠି,ଜିପି.ଏଲ ନମିତା ଦାସ, ସେବତି ମଲ୍ଲିକ ଙ୍କ ସହ ସମ୍ପାଦିକା କିରଣବାଳା ମହାନ୍ତି ସମସ୍ତ ୧୨ ଜଣ ସଭ୍ୟା ଯଥା - ହେମନ୍ତ ମଜଂରି ମହାନ୍ତି, କିରଣ ବାଳା ମହାନ୍ତି , ହରପ୍ରିୟା ମହାନ୍ତି, ନେତ୍ରମଣିମଲ୍ଳ, ଶସ୍ମୀତା ମହାନ୍ତି, ଗିତା ରାଣୀ ମହାନ୍ତି , ଶାନ୍ତିଲତା ମହାନ୍ତି, ତୃପ୍ତିମୟୀ ରାଉତତ୍ତ , ସ୍ୱର୍ଣ୍ଣଲତା ମହାନ୍ତି, ସ୍ନେହାଜଂଳି ମହାନ୍ତି, ରୋଜାଲିନ ଦାସ,ମଧୁସ୍ମୀତା ଜେନା ଙ୍କୁ  ୧ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଇ ତାହାର ସୁନିବିଯୋଗ କରିବା, ଏବଂ ତହାର  ଲକ୍ଷ୍ୟ ସମ୍ପର୍କରେ ସମସ୍ତ ସଭ୍ୟା ମାନଙ୍କୁ  ଅବଗତ କରାଇଥିଲେ ।  

0
0
0
s2sdefault