ହେଡଲାଇନସ୍:

ଅବସରକାଳୀନ ସମ୍ବର୍ଦ୍ଧନା ସଭା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

02-08-18-abasara1.gif - 230.84 kB

ପଦ୍ମପୁର(ନୀଳ ଦୀପ)-- ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ହିନ୍ଦି ଶିକ୍ଷକ ସିତାକାନ୍ତ ଦାସଙ୍କୁ ଗତ ବୁଧବାର ଦିନ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା  । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ କୁମାର ଭୁଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପୁର୍ବତନ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଲକ୍ଷ୍ମୀନାରାୟଣ ଷଡଙ୍ଗୀ ମୁଖ୍ୟ ଅତିଥି ଓ ରାଜବୋଡାସମ୍ବର ବ୍ଲକ ଶିକ୍ଷାଅଧିକାରୀ ସୁନିଲ କୁମାର ମୁଣ୍ଡୁ, ପୁର୍ବତନ ପ୍ରଧାନ ଶିକ୍ଷକ ଚନ୍ଦ୍ରଭାନୁ ପ୍ରଧାନ ସମ୍ମାନୀତ ଅତିଥି ଭବାରେ ଯୋଗଦାନ କରି ହିନ୍ଦି ଶିକ୍ଷକଙ୍କ ବିଷୟରେ ନିଜସ୍ୱ ମତ ଉପସ୍ଥାପନ କରିଥିଲେ  । ରାଜେଶ କୁମାର ଖମାରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ କର୍ମ·ରୀ ତଥା ଛାତ୍ର ଉଡସ୍ଥିତ ଥିଲେ  । ଶେଷରେ ଶିକ୍ଷକ କାର୍ତିକ ଦାସ ଧନ୍ୟବାଦ ଅର୍ପଣ କରିଥିଲେ  । 

0
0
0
s2sdefault