ହେଡଲାଇନସ୍:

ବୁଧାପାଲିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ପଦ୍ମପୁର(ନୀଳ ଦୀପ)- ପଦ୍ମପୁର ବ୍ଲକ ଭେଉଁରିଆ ପଂ·ୟତ ବୁଧାପାଲି ଗ୍ରାମ କମିଟୀ ଆନୁକୁଲ୍ୟରେ ନେହେରୁ କ୍ଲବ, ନେତାଜୀ କ୍ଲବ, ଅହୀଂସା କ୍ଲବ ପ୍ରଗତି କ୍ଲବର ସଦସ୍ୟମାନଙ୍କୁ ନେଇ ଗ୍ରାମରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଏହି କାର୍ଯ୍ୟକ୍ରମରେ କିଶୋର କୁମାର ବହିଦାର, ଟୁନା ତୁମନିଆ, ଟିକେଶ୍ୱର ବାଗ, ସୁଶାନ୍ତ ମହାପାତ୍ର, ଲୋକନାଥ ପଟେଲ ପ୍ରମୁଖଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ଯୁବକ ସାମିଲ େହୋଇ ସହଯୋଗ କରିଥିଲେ  ।

0
0
0
s2sdefault