ହେଡଲାଇନସ୍:

ପରିବେଶ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ପଦ୍ମପୁର,(ନୀଳ ଦୀପ) - ପଦ୍ମପୁର ବ୍ଲକ ପୁରେନା ପଂଚାୟତ ଉଚ୍ଚବିଦ୍ୟାଳୟଠାରେ ସ୍ୱଚ୍ଛତା ସଚେତନତା ଉପରେ ଏକ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ରେଣୁଧର ସାହୁଙ୍କ ଅଧ୍ୟକ୍ଷତାରେ ମଙ୍ଗଲବାର ଦିନ ଅନୁଷ୍ଠିତ ହୋଇଯାଇଛି  । ସ୍ୱଚ୍ଛତା ଉଡପରେ ତାଲିମଦାତା ତଥା ପ୍ରକୃତିବନ୍ଧୁ ମିନକେତନ ସାହୁ ଓ ବ୍ଲକ ସଂଯୋଜକ ତରଣିସେନ ମହଲା ଅତିଥି ଭାବରେ ଯୋଗଦାନ କରି ବୃକ୍ଷରୋପଣର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହିତ ଖୋଳାସ୍ଥାନରେ ମଳତ୍ୟାଘ କରିବା ଓ ତାର ଭୟାଭୟତା ଉପରେ ନିଜ ନିଜ ବକ୍ତବ୍ୟ ରଖିଥିଲେ  । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏଲିଜା ମିଶ୍ର ବିଦ୍ୟାଳୟ ପରିଦର୍ଶନ କରି ପରିମଳ ବ୍ୟବସ୍ଥା ତଦାରଖ କରିବା ସହିତ ପୁରେନା ସରପଂଚଙ୍କୁ ଏହାର ସୁପରି·ଳନା ପାଇଁ ନିଦେ୍ର୍ଧଶ ଦେଇଥିଲେ  । ଉକ୍ତ କାର୍ଯ୍ୟକ୍ରମର ବିଦ୍ୟାଳୟର ଶିକ୍ଷକ ସୁରେନ୍ଦ୍ର ସାହୁ, ଲେଖ୍ରୁ ବାରିକ, ପିତବାସ ପଟେଲ, ନନ୍ଦିନୀ ମିଶ୍ର ଓ ସୁରେଶ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ . ଶେଷରେ ଶିକ୍ଷକ ପ୍ରମୋଦ ନାଥ ଧନ୍ୟବାଦ ଅର୍ପଣ କରିଥିଲେ  । 

0
0
0
s2sdefault