ହେଡଲାଇନସ୍:

ସେନା ମେଡାଲ ବ୍ରିଗେଡିୟର ଭିଗ୍ନେଶ ମହାନ୍ତିଙ୍କ ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) : ବ୍ରିଗେଡିୟର ଭିଗ୍ନେଶ ମହାନ୍ତି( ସେନା ମେଡାଲ),କମାଣ୍ଡର ଛତିଶଗଡ-ଓଡିଶା ସବ୍ ଏରିଆ (କୋସା), ଆଜି ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ରାଜଭବନ ଠାରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।
ପ୍ରକାଶ ଥାଉକିମହାମହୀମ ରାଷ୍ଟ୍ରପତି ଶ୍ରୀଯୁକ୍ତ ରାମନାଥ କୋବିନ୍ଦ2 ଦିନିଆ ଓଡିଶା ଗସ୍ତସାରି ଗତକାଲି ଅପରାହ୍ଣରେ ପ୍ରତ୍ୟାବର୍ତ୍ତନ ସମୟରେ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରଠାରେ ମାନ୍ୟବର ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ଅତିଥିମାନଙ୍କ ସହିତ ବ୍ରିଗେଡିୟର ଶ୍ରୀ ମହାନ୍ତି ମଧ୍ୟ ଉପସ୍ଥିତ ରହି ସମ୍ମାନ ଜଣାଇଥିଲେ ।

0
0
0
s2sdefault