ହେଡଲାଇନସ୍:

+2 ଦ୍ୱିତୀୟ ବାର୍ଷିକ ପରୀକ୍ଷା ବନ୍ଦ କରିବା ଲାଗି ଜଗତସିଂହପୁର କଲେକ୍ଟର ଅଫିସ ଘେରାଉ.

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର / ସୁମନ୍ତ କୁମାର ଦାସ : ଜଗତସିଂହପୁର ଛାତ୍ର ସଂଘ ତରଫରୁ ଆଜି ଜିଲ୍ଲା କଲେକ୍ଟର ଅଫିସ ଘେରଉ କରିଥିଲେ । ଏବଂ+2 ଦ୍ୱିତୀୟ ବାର୍ଷିକ ପରୀକ୍ଷା ବନ୍ଦ କରାଯାଉ ବୋଲି ଏକ ଆନ୍ଦୋଳନ କରିଥିଲେ ଏବଂ କଲେଜ ର ଛାତ୍ର ମାନେ କହିବା ଅନୁଯାୟୀ କଲେଜ ପିଲା ମାନଙ୍କ ସହ ଖେଳାଯାଉଛି।ପଢ଼ିବା ପାଇଁ ପିଲାମାନଙ୍କ ପାଖରେ ଖୁବ କମ ସମୟ ଥିବାରୁ ତା ମଧ୍ୟରେ ସେମାନେ ତିନି ତିନି ଟା କ୍ୱାଟର_ଏଣ୍ଡ ପରୀକ୍ଷା ଦେଇସାରିଲେଣି ଏବଂ ପିଲା ମାନଙ୍କର ସିଲା ବସ ମଧ୍ୟ ଶେଷ ହଉନାହିଁ ଏହି ସବୁ ମଧ୍ୟରେ online class ମଧ୍ୟ ଅସମ୍ଭବ ପିଲାଙ୍କର ହେବାକୁ ଥିବା +2 ପରୀକ୍ଷା ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଉ ନଚେତ ଆଗାମୀ ଦିନରେ ଜଗତସିଂହପୁର ଜିଲ୍ଲା ଛାତ୍ର ସଂଘ ଏହାର କଡ଼ା ଜବାବଦେବ ବୋଲି କହିରଖିଛି।

0
0
0
s2sdefault