ହେଡଲାଇନସ୍:

ବିଜୁ ଯୁବବାହିନୀ ପକ୍ଷରୁ ବୃକ୍ଷରୋପଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଘୁ ଉଦୟଗିରି/ ଗଗନ କୁମାର ପ୍ରଧାନ : ଘୁ ଉଦୟଗିରି ବିଜୁ ଯୁବବାହିନୀ ପକ୍ଷରୁ ଘୁ ଉଦୟଗିରିର ୬ଗୋଟି ଗ୍ରାମ ପଞ୍ଚାୟତରେ ବୃକ୍ଷରୋପଣ କରାଯାଇଛି  । ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ବାହିନୀ ଘୁ ଉଦୟଗିରିର ୧୫୦ଜଣ ଯୋଗଦେଇଥିଲେ  ।୬ଟି ଗ୍ରାମ ପଞ୍ଚାୟତରେ ମୋଟ ୨୨୦୦ ବୃକ୍ଷରୋପଣ କରାଗଲା । ଏହି କାର୍ଯ୍ୟକ୍ରମରେ ଘୁ ଉଦୟଗିରି ବ୍ଲକ ଅଧ୍ୟକ୍ଷା ଦିପ୍ତିରେଖା ପ୍ରଧାନଙ୍କ ସହିତ ବିଭିନ୍ନ ପଞ୍ଚାୟତର ସରପଞ୍ଚମାନେ ଯୋଗ ଦେଇଥିଲେ । ଏଡି କାର୍ଯ୍ୟକ୍ରମଠି ରାଜବାଳା ସିଂ, ରାମିବାଳା ସିଂ, ମିଥୁନ ପ୍ରଧାନ,ପ୍ରଭାତ ରଞ୍ଜନ ପ୍ରଧାନ, ଆସମାନ ନାୟକ, ନାରାୟଣ ପ୍ରଧାନ, ମନୋଜ ପ୍ରଧାାନ, ଅଶୋକ ନାୟକ, ବିରାଜ ପ୍ରଧାନ, ବଳଭଦ୍ର କହଁର, ଦେବଦତ୍ତ ଦିଗାଲ, ସାଗର ପ୍ରଧାନ, ଆଲୋଜ ପ୍ରଧାନ, ଜୟକିଶାନ ପ୍ରଧାନ,କ୍ଷେତ୍ରବାସୀ ମଲ୍ଲିକ,ଆମୋଷ ନାୟକ, ଆୟୁଷରାଜ ନାୟକଙ୍କ ନେତୃତ୍ୱରେ ଘୁ ଉଦୟଗିରି ବ୍ଲକ ୬ଗୋଟ ଗ୍ରାମ ପଞ୍ଚାୟତରେ ବୃକ୍ଷରୋପଣ ହୋଇଥିଲା  । 

0
0
0
s2sdefault