ହେଡଲାଇନସ୍:

ଆହୁଜା ଦମ୍ପତ୍ତିଙ୍କୁ କେନ୍ଦ୍ର ସରକାରଙ୍କ ଅଧୀନରେ ସଚିବ ପାହ୍ୟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ (ଶାସକ ପ୍ରଶାସକ):  ୧୯୯୦ ବ୍ୟାଚର ୨୭ ଜଣ ଆଇଏଏସ ଅଫିସର କେନ୍ଦ୍ର ସରକାରଙ୍କ ଅଧୀନରେ ସଚିବ ପାହ୍ୟା ନିଯୁକ୍ତିପାଇଁ ଯୋଗ୍ୟତା ହାସଲ କରିଛନ୍ତି | ଆଜି ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ଏ ସମ୍ପର୍କିତ ସୂଚୀକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି | ଏହି ୨୭ ଜଣିଆ ତାଲିକାରେ ରହିଛନ୍ତି ଓଡିଶା କ୍ୟାଡରର ଦୁଇ ଆଇଏଏସ ଅଫିସର ଆରତୀ ଆହୁଜା ଓ ମନୋଜ କୁମାର ଆହୁଜା | ଓଡିଶା କ୍ୟାଡରରର ଏହି ଆଇଏଏସ ଅଫିସର ଦ୍ବୟ ବା ଆହୁଜା ଦମ୍ପତ୍ତି ସମ୍ପ୍ରତି କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି |

0
0
0
s2sdefault