ହେଡଲାଇନସ୍:

 ଉତ୍କଳ ପ୍ରସଙ୍ଗ ରଥ ସଂଖ୍ୟା ଉପଲବ୍ଧ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

18-07-18-jajapur.jpg - 161.06 kB

ଯାଜପୁର, (ଜୟଶଙ୍କର ଦାଶ ) : ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁର ରଥଯାତ୍ରା ସଂସ୍କରଣ ଜିଲ୍ଲା  ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟରେ ବର୍ତମାନ ଉପଲବ୍ଧ ହୋଇଚ୍ଥି ।  ଏହି ସଂସ୍କରଣଟି ଜଗନ୍ନାଥ ଦର୍ଶନ ଓ ଜଗନ୍ନାଥ ତତ୍ତ୍ୱକୁ ନେଇ ବେଶ ସମୃଦ୍ଧି ହୋଇଚ୍ଥି ।  ତତ୍ ସହିତ ଅନ୍ୟାନ୍ୟ ମାସର ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭୁ୍ୟ ପୁସ୍ତକ ମଧ୍ୟ ଜିଲ୍ଲାପାଲଙ୍କ  କାର୍ଯ୍ୟାଳୟର ସୂଚନା ଓ ଲୋକ ସଂପର୍କ ବିଭାଗ ଯାହା ତଳ ମହଲାର ୩ ନମ୍ୱର ରୁମରେ  କାର୍ଯ୍ୟ କରୁଚ୍ଥି | ସେଠାରେ ବିକ୍ରୟର ବ୍ୟବସ୍ଥା କରାଯାଇଚ୍ଥି ।  ସେହିପରି ଓଡିଶାର ବିଭିନ୍ନ ତଥ୍ୟ ଓ ସୂଚନା ଥାଇ ଓଡିଶା ରେପଂରେନ୍ସ ଆନୁଆଲ ନାମରେ ଏକ ପୁସ୍ତକ ମଧ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଊଚ୍ଥି ।  ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁ ଗୋଟା  ପ୍ରତି ପାଞ୍ଚ ଟଂକା ବିନିମୟରେ ଓ ଓଡିଶା ରେପଂରେନ୍ସ  ଗୋଟା ପ୍ରତି ଏକ ଶହ ଟଂକା ବିନିମୟରେ ପାଠକ ମାନେ ପାଇପାରୁଚ୍ଥନ୍ତି ।  ଏହି ସୂଚନା ଧର୍ମୀ ପୁସ୍ତକକୁ ଆଗ୍ରହୀ ପାଠକ ମାନେ ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟରୁ ପାଇପାରିବେ ବୋଲି ଅନୁରୋଧ କରାଯାଇଚ୍ଥି ।  

 

0
0
0
s2sdefault