ହେଡଲାଇନସ୍:

ବିଜେଡିରେ ଯୋଗ ଦେଲେ ଝାଡେଶ୍ୱର୍ ପୁର ପଞ୍ଚାୟତ ରୁ ୧୫ ରୁ ଉର୍ଦ୍ଧ୍ବ ବିଜେପି କର୍ମୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର ( ଶାସକ ପ୍ରଶାସକ) : ନିଶ୍ଚିନ୍ତକୋଇଲି ବ୍ଲକ ଝାଡେଶ୍ୱର୍ ପୁର ପଞ୍ଚାୟତ ରୁ ୧୫ ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିକାଶ କାର୍ଯ୍ୟ ଓ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଙ୍କ ଦୃଢ ନେତୃତ୍ୱ ରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଛନ୍ତି | ବିଜେପି ଦଳ ପରିତ୍ୟାଗ କରି ସେମାନେ ମନ୍ତ୍ରୀ ଶ୍ରୀ ଜେନାଙ୍କ ଭୁବନେଶ୍ଵରସ୍ଥିତ ବାସଭବନ ରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି |

 

0
0
0
s2sdefault