ହେଡଲାଇନସ୍:

Breaking : କୋଭିଡ୍ ମୃତ୍ୟୁ ପାଇଁ 50,000 ଟଙ୍କା କ୍ଷତିପୂରଣ ଦିଆଯିବ : ସୁପ୍ରିମକୋର୍ଟଙ୍କୁ କହିଲେ କେନ୍ଦ୍ର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆଦିଲ୍ଲୀ(ଶାସକ ପ୍ରଶାସକ) : କୋଭିଡରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ପରିବାର ରାଜ୍ୟ ସରକାରଙ୍କ ଠାରୁ,୫୦,୦୦୦ ଅନୁକମ୍ପାମୂଳକ ସହାୟତା ରାଶି ପାଇବେ ବୋଲି ଆଜି ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାର ଅବଗତ କରାଇଛନ୍ତି । ପୂର୍ବରୁ ହୋଇଥିବା କୋଭିଡି ମୃତ୍ୟୁ ସହ ମୃତ୍ୟୁ ଭବିଷ୍ୟତରେ ଯଦି ଏ ଜନିତ ଅଘଟଣ(ମୃତ୍ୟୁ) ଘଟେ, ସେମାନଙ୍କୁ ମଧ୍ୟ ଏ ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି କୋର୍ଟକୁ କେନ୍ଦ୍ର ସରକାର ଜଣାଇଛନ୍ତି । ଏହି ଅର୍ଥ ରାଜ୍ୟ ସରକାରଙ୍କ ଦ୍ୱାରା ସେମାନଙ୍କ ନିଜ ନିଜର ନିଜସ୍ୱ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ପ୍ରଦାନ କରାଯିବ |

 

(ସବିଶେଷ ରିପୋର୍ଟ ପରେ)

0
0
0
s2sdefault