ଆଠମଲ୍ଲିକ/ ସନ୍ତୋଷ ମେହେର : ଅନୁଗୋଳ ଆଠମଲ୍ଲିକ ବ୍ଲକ କିଆକଟା ପଂଚାୟତ ହେଲେଇ ଗ୍ରାମର କୁମୁଦିନୀ ନାଏକ ଦୀର୍ଘ 2ବର୍ଷ ହେଲାଣି ଏକ ଅଜଣା ରୋଗରେ ପୀଡିତ ହୋଇ କଥା କହି ପାରୁନାହାନ୍ତି I ଏନେଇ କୁମୁଦିନୀଙ୍କର ପରିବାର ଚିକିତ୍ସା ପାଇଁ ଅନେକ ଚେଷ୍ଟା କରିବା ସତ୍ୱେ ଆର୍ଥିକ ଅଭାବ କାରଣରୁ ବଡ଼ ମେଡିକାଲ ରେ ଚିକିତ୍ସା ହେବା ପାଇଁ ଅନେକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି I ଯାହାଫଳରେ ସେ ଭଲ ହେବା କଷ୍ଟ କର ହୋଇଯାଇଛି I ପ୍ରଶାସନ ପକ୍ଷରୁ ଚିକିତ୍ସା ପାଇଁ ସହାୟତା ମିଳନ୍ତା ତେବେ କୁମୁଦିନୀ ପୁଣିଥରେ କଥା ହୋଇ ପାରିବେ ବୋଲି ସାଧାରଣ ରେ ଦାବି ହେଉଛି I
ରାଜ୍ୟ
ଅଜଣା ରୋଗରେ ପୀଡିତ କୁମୁଦିନୀଙ୍କୁ ସରକାରୀ ସହାୟତା ଦାବି
- Hits: 435