ହେଡଲାଇନସ୍:

ଗାଲେରି-ବଦାଙ୍ଗି ରୋଡର ସମ୍ପ୍ରସାରଣ ଏବଂ ମଜବୁତିକରଣ ପାଇଁ ୧୨.୫୬ କୋଟି ମଂଜୁର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ରାଜ୍ୟ ଯୋଜନା ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାର ଗାଲେରି-ବଦାଙ୍ଗି ରୋଡ (ODR)ର ସମ୍ପ୍ରସାରଣ ଏବଂ ମଜବୁତିକରଣ ପାଇଁ ୧୨.୫୬ କୋଟି ଟଙ୍କାର ବ୍ୟୟ ବରାଦକୁ ପ୍ରଶାସନିକ ଅନୁମୋଦନ ପ୍ରଦାନ କରାଯାଇଛି । ୯ କିଲୋମିଟର ଲମ୍ୱା ଏହି ରାସ୍ତାକୁ 11 ମାସର ନିର୍ଦ୍ଧାରିତ ସମୟ ଅବଧିରେ ଶେଷ କରାଯିବା ପାଇଁ ଲକ୍ଷଧାର୍ଯ୍ୟ ହୋଇଥିବା ଜଣାପଡିଛି |

0
0
0
s2sdefault