ହେଡଲାଇନସ୍:

ଅଞ୍ଚଳ ମହାବିଦ୍ୟାଳୟରେ ବନମହୋତ୍ସବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

09-07-18-nila1w.jpg - 128.98 kB

ପଦ୍ମପୁର/ନୀଳ ଦିପ - ଅଞ୍ଚଳ ମହାବିଦ୍ୟାଳୟ ଜାତୀୟ ସେବା ସଂସ୍ଥା ,ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ,ଯୁବ ରେଡକ୍ରସ୍ ଓ ପଦ୍ମପୁର ବନବିଭାଗ ଆନୁକୂଲ୍ୟରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଲଳିତେନ୍ଦୁ ନାୟକ ସଂଯୋଜନାରେ ଏକ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ମହୋତ୍ସବ ରେ ମୁଖ୍ୟ ଅତିଥି ଭାବେ  ସମାଜସେବୀ ନିରୋଜ କୁମାର ଦୋରା ଯୋଗଦାନ କରିଥିଲେ  । ସମ୍ମାନୀୟ ଅତିଥି ଭାବରେ ପଦ୍ମପୁର ବନାଞ୍ଚଳ ଅଧିକାରୀ  ପ୍ରମୋଦ କୁମାର ସାହୁ ଓ ପ୍ରକୃତିବନ୍ଧୁ ମୀନକେତନ ସାହୁ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ପଦ୍ମପୁର ବନପାଳ ସୁଶାନ୍ତ କୁମାର ଦାଶ । ଡ.ପ୍ରମୋଦ କୁମାର ପାଢୀ,ଡ.ଦୁଃଖୀଶ୍ୟାମ ସାହୁ ,ଅଧ୍ୟାପିକା ଝୁନୁ ପରିଡ଼ା ,ଅଧ୍ୟାପକ ଗଜରାଜ ପାତ୍ର ,ଡ.ବିରଂଚି ସାହୁ ,ଅଧ୍ୟାପକ ପ୍ରମୋଦ କୁମାର ପାଣିଗ୍ରାହୀ ,ଡ. ତୁଷାରକାନ୍ତ ସାହୁ ,ଅଧ୍ୟାପକ ମିଥୁନ ମେହେର ପ୍ରମୁଖ ଏହି ଉତ୍ସବରେ ସହଯୋଗ କରିଥିଲେ। ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ଉତ୍ସବରେ ଅନ୍ୟୂନ ୨୫ ଗୋଟିରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରାଯାଇଥିଲା

 

0
0
0
s2sdefault