ଜିଲ୍ଲା ଯାଦବ ସଂଘ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟିଟିଲାଗଡ, ( ଗୌରବ ଦର୍ଜୀ)-ଆଜି ବଲାଙ୍ଗୀର ଜିଲ୍ଲା ଯାଦବ ସଂଘ ତରଫରୁ ଜିଲ୍ଲା ର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଟି ଜିଲ୍ଲା ଯାଦବ ସଭାପତି ପରମାନନ୍ଦ ହାତୀ ,  ବ୍ଲକ ଯାଦବ ସଭାପତି ତୀର୍ଥ ହାତୀ ,ବଙ୍ଗୋମୁଣ୍ଡା ବ୍ଲକ ର ଯୁବ ଯାଦବ  ସଭାପତି ଘନଶ୍ୟାମ ମନହୀରା,ପତ୍ରାପାଲି କ ର ସମାଜ ସେବୀ ଯୁଧିଷ୍ଠିର ଭରାସଗାରିଆ ଓ ସଂଯୋଜକ ମନୋଜ ହାତୀ

ମୁରିବାହାଲ ବ୍ଲକ ର ବନବିଭାଗ ଅଧିକାରୀ ଫରେଷ୍ଟର କୁମର ତାଣ୍ଡି,ଏବଂ  ତାଙ୍କ ସହଯୋଗୀ ଓ ଅଗ୍ନିଶମ ବିଭାଗ ର ପଦାଧିକାରୀ ମାନେ ଉପସ୍ଥିତ ବୃକ୍ଷ ରୋପଣ ର ଉପକାରୀତା ବିଷୟରେ ମତ ବ୍ୟକ୍ତ କରିଥିଲେ। ଉକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ପତ୍ରାପାଲି (ଖ ) ଗ୍ରାପ ର ଅନେକ ଯୁବ ଯାଦବ ସଂଗଠନ ର କର୍ମ କର୍ତା ମାନେ ଶ୍ରୀ ଲକ୍ଷ୍ମୀଧର ନାଗ, ହେମନ୍ତ ପୋଢ଼,ମତିରାମ ପୋଢ଼,ଲୋକେଶ ନାଗ, ପରମାନନ୍ଦ ଘିଭେଳା , ଭାଗିରଥି ନାଗ, ଜନକ,ବନମାଳୀ, ନାଗ,ବୈକୁଥ,ଅଭିରାମ,ସୁଦାମ, ସୋମନାଥ,ମଦନ,ସଦା ରାଜେଶ, ଧନପତ, ନିଖିଲ ,ରାହୁଲ, ବେଣୁ ଆଦି ଅନେକ ଯାଦବ ତଥା ଖେରଟ ଗ୍ରାମ ଓ 

ପତ୍ରାପାଲି ଗ୍ରାମ ର ଯାଦବ ସଂଘ ର ସଭ୍ୟ ମିଶି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

0
0
0
s2sdefault