ଲିଓ କ୍ଲବ ର ବିଶ୍ଵ ଡାକ୍ତର ଦିବସ ପାଳିତ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟିଟିଲାଗଡ, ( ଗୌରବ ଦର୍ଜୀ)-ଆଜି ଲିଓ କ୍ଲବ ଟିଟିଲାଗଡ ତରଫରୁ ବିଶ୍ଵ ଡାକ୍ତର ଦିବସ ପାଳିତ ହୋଇଯାଇଛି। ଏହି ଅବସର ରେ ଟିଟିଲାଗଡ଼ର ଅନେକ ଡାକ୍ତରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଲିଓ କ୍ଲବ ର ବଲାଙ୍ଗୀର ଜିଲ୍ଲା  ଚେୟାରମ୍ୟାନ୍ ଙ୍କ ଅଧ୍ୟକ୍ଷତା ରେ ପରାମର୍ଶ ଦାତା ଲାୟନ୍ ଦୀପକ ଗୋଏଲ, ସଭାପତି ସୁରଜ୍ ବେହେରା, ସମ୍ପାଦକ ସ୍ୱରୂପ ଶଙ୍କର ସାହୁ , କୋଷାଧ୍ୟକ୍ଷ ମହମ୍ମଦ ରେହାନ,  ସଞ୍ଜୟ  ନାୟକ, ୟଶ ଅଭ୍ରଙ୍କଶ ପଣ୍ଡା, ଶଙ୍କର ପ୍ରଧାନ ପ୍ରମୁଖ ଉପସ୍ଥିତି ରେ ଟିଟିଲାଗଡ ର ଏସଡିଏମଓ ଶ୍ରୀ ପ୍ରଦୀପ କୁମାର ନାଏକ , ଡାକ୍ତର ଓମକାର ହୋତା , ଡ଼ା. ମହାନ୍ତି , ଶିଶୁ ରୋଗ ବିଶେଷଜ୍ଞ ଡ଼ା.ଗୋପବନ୍ଧୁ ସାହୁ , ମହିଳା ଓ ପ୍ରସୂତି ରୋଗ ବିଶେଷଜ୍ଞ ଡ଼ା.ବଳରାମ ସାହୁ , ଡ଼ା.କୃଷ୍ଣ ଚନ୍ଦ୍ର ପାଲ , ଡ଼ା.ଲିଲାଧର ଶର୍ମା , ଡ଼ା.ମୋହନ ଲାଲ ଜୈନ୍ , ଚକ୍ଷୁରୋଗ ବିଶେଷଜ୍ଞ ଡ଼ା.ଅନିତା ହୋତା , ସ୍ତ୍ରୀ ଏବଂ ପ୍ରସୂତୀ ରୋଗ ବିଶେଷଜ୍ଞ ଡ଼ା. ଶରତ ଦାସ , ଡେଣ୍ଟିଷ୍ଟ ଡ଼ା. ଆନନ୍ଦ କେଜ୍ରିୱାଲ , ହୋମିଓପାଥିକ ଡ଼ା.ନରେନ୍ଦ୍ର ଅଗ୍ରୱାଲ , ଡ଼ା.ଜୟ ପ୍ରକାଶ ଜୈନ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧନା ଜଣାଯାଇଥିଲା।

0
0
0
s2sdefault