ଭୁବନେଶ୍ୱର : କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ାର ୟସ ପ୍ରଭାବିତ ଅଂଚଳ ଗସ୍ତ କରିବେ । ସେ ରାଜନଗର ଓ ରାଜକନିକାର ପ୍ରଭାବିତ ଗ୍ରାମକୁ ଯାଇ ଲୋକଙ୍କ ସହ ଆଲୋଚନା କରିବା ସହିତ ସ୍ଥିତି ଅନୁଧ୍ୟାନ କରିବେ ।
ରାଜ୍ୟ
ଆଜି କେନ୍ଦ୍ରାପଡ଼ାର ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ଯିବେ ବୈଜୟନ୍ତ
- Hits: 1166