ବୀରମହାରାଜାପୁର -( ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜାପୁର ବ୍ଲକର ବିଭିନ୍ନ ଗ୍ରାମରେ କରୋନା ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ ହୋଇଥିବାରୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ୭ ଗ୍ରାମକୁ ଆବଦ୍ଧା ଅଞ୍ଚଳରେ ଘୋଷଣା କରାଯାଇଛି । ବ୍ଲକ ର କମିରା, ଲକ୍ଷ୍ମୀ, ଚମ୍ପାମାଳ ର ମାଳିପଡା, ହିଲୁଙ୍ଗ ର କୁଡା ସାହି, ଖଣ୍ଡହତା ର ବଡକିରାସିରା ଓ ସାହଜଲଥା, ଦୁର୍ଜନତୈଲା ର ମସିଣାପାଲି ଓ ମାଖନଖାଇ ଗ୍ରାମକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏହି ଘୋଷଣା ଅନିର୍ଦ୍ଦିଷ୍ଟ ସମୟ ପାଇଁ ବଳବତ୍ତର ରହିବ ।
ରାଜ୍ୟ
ପ୍ରଶାସନ ପକ୍ଷରୁ କମିରା ଗ୍ରାମ ସହ ୬ ଗାଁ କୁ କଣ୍ଟେନମେଣ୍ଟ ଜୋନ ଘୋଷିତ ।
- Hits: 343