ପଦ୍ମପୁର :- ପଦ୍ମପୁର ସହର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ୧୮ତମ ଲକି ଡ୍ର' ଉଠାଣ ଅନୁଷ୍ଠିତ ହୋଇଯାଇଛି । ଏହି ଉଠାଣର ବିଜେତା ହେଉଛନ୍ତି ନୂଆପଡ଼ା ନିବାସୀ ଶମ୍ଭୁରାମ ସାହୁ ।ଏହି ଉଠାଣ କାର୍ଯ୍ୟକ୍ରମରେ ରୋହିତ କୁମାର ପଟ୍ଟନାୟକ, ତୁଳାରାମ ସେଠ୍ ଓ ତୁଳାରାମ ବଢ଼ାଇ ଉପସ୍ଥିତ ଥିଲେ ।
ରାଜ୍ୟ
ଉଦୟନାଥ ଫର୍ଣ୍ଣିଚରର ୧୮ତମ ଲକି ଡ୍ର ଉଠାଣ
- Hits: 510