ଧୀରେ ଧୀରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା !
ଭୁବନେଶ୍ୱର : ଗତ କିଛି ଦିନ ଧରି ଅଳ୍ପ ଅଳ୍ପ କମୁଛି କରନା ଆକ୍ରାନ୍ତଙ୍କ ସଂଖ୍ୟା | ଲକଡାଉନ ପରେ ଲଗାତାର ଧୀରେ ଧୀରେ କମ ଆକ୍ରାନ୍ତ ଚିହ୍ନଟ ହେଉଥିବା ଜଣାପଡିଛି | ଗତକାଲି ସରକାରଙ୍କ ପକ୍ଷରୁ ଦିଆଯାଇଥିବା ରିପୋଟ ଅନୁସାରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟାରେ ପୂର୍ବଦିନ ଅପେକ୍ଷା ସାମାନ୍ୟ ହ୍ରାସ ପାଇଁ ୧୦୦,୩୧ ରହିଥିବା ବେଳେ ଗତ ୨୪ ଘଣ୍ଟାଭିତରେ ରାଜ୍ୟରେ ତାହା ପୁଣି ସାମାନ୍ୟ ହ୍ରାସ ଘଟି ଆଜି ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୯୭୯୩ | ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୯୭୯୩ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗ ରୋଧରୁ ୫୫୩୪ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ ୪୨୫୯ | ହେଲେ ଗତକାଲି ତୁଳନାରେ ଆଜି ଖୋରଧା ଜିଲ୍ଲାରେ ଅଧିକ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି | ଗତକାଲି ସରକାରଙ୍କ ତଥ୍ୟ ଆଧାରରେ ୧୩୨୯ ଜଣ ଚିହ୍ନଟ ହୋଇଥିବା ବେଲେ ଗତ ୨୪ ଘଣ୍ଟା ଭିତରେ ଅର୍ଥର ଆଜି ଦିଆଯାଇଥିବା ତଥ୍ୟ ଅନୁଯାୟୀ ଚିହ୍ନଟ ୧୫୧୧ ଜଣ |
New Positive Cases: 9793
In quarantine: 5534
Local contacts: 4259
District Wise Cases:
1. Angul: 526
2. Balasore: 314
3. Bargarh: 270
4. Bhadrak: 52
5. Balangir: 342
6. Boudh: 152
7. Cuttack: 641
8. Deogarh: 125
9. Dhenkanal: 91
10. Gajapati: 111
11. Ganjam: 276
12. Jagatsinghpur: 189
13. Jajpur: 376
14. Jharsuguda: 404
15. Kalahandi: 224
16. Kandhamal: 101
17. Kendrapada: 158
18. Keonjhar: 244
19. Khurda: 1511
20. Koraput: 174
21. Malkangiri: 63
22. Mayurbhanj: 199
23. Nawarangpur: 302
24. Nayagarh: 254
25. Nuapada: 401
26. Puri: 351
27. Rayagada: 148
28. Sambalpur: 356
29. Sonepur: 140
30. Sundargarh: 1018
31. State Pool: 280
New recoveries: 9706
Cumulative tested: 10612456
Positive: 554666
Recovered: 457569
Active cases: 94829