ହେଡଲାଇନସ୍:

ବରଗଡ଼ ଜିଲ୍ଲା ପୋଲିସ ରେ ଅଦଳବଦଳ: ୨୬ଅଧିକାରୀ ଙ୍କୁ ନୂଆ ଦାୟିତ୍ୱ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ଼.ଝାରବନ୍ଧ(ଶାସକ ପ୍ରଶାସକ)ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପଦ୍ମିନୀ ସାହୁଙ୍କ ପରାମର୍ଶ।ନୁଯାଇ ପୋଲିସ ଏଷ୍ଟାବ୍ଲିଷମେଣ୍ଟ ବୋର୍ଡ ପକ୍ଷରୁ ପୋଲିସ ଅଧିକାରୀ ମହଲରେ ଅଦଳବଦଳ କରାଯାଇଛି। ଇନିସ୍ପେକ୍ଟର ,ଏସ.ଆଇ ,ଏ.ଏସ.ଆଇ କୁ ନେଇ ୨୬ଜଣ ଙ୍କୁ ନୂଆ ଦାୟିତ୍ୱ ନ୍ୟସ୍ତ  କରାଯାଇଛି।ଇନିଷ୍ପେକଟର ଙ୍କ ମଧ୍ୟରେ ଭେଡେନ ଅଧିକାରୀ ହେମନ୍ତ ରାଓ ଙ୍କୁ ବୁଡେନ ଥାନା କୁ ବଦଳି କରାଯାଇଥିବା ବେଳେ ସଙ୍ଗୀତା ମହାପାତ୍ରଙ୍କୁ ଡ଼ିସିଆରବି ରୁ ଭେଡେନ ଥାନାକୁ,ବିଜେପୁର ଥାନା ଅଧିକାରୀ ରଜେନ୍ଦ୍ର ସିଆଲଙ୍କୁ ପଦ୍ମପୁର ଥାନାକୁ,ଟାଉନ ଥାନା ଅତିରିକ୍ତ ଥାନା ଅଧିକାରୀ ସୁଷମା କୁଅଁରଙ୍କୁ ଗାଇସିଲେଟ ଥାନା,ବୁଡେନ ଥାନାର ବିରବର ଭଗତଙ୍କୁ ଜଗଦଲପୁର ଥାନା,ଗାଇସିଲେଟରୁ ହରିବନ୍ଧୁ ଗଡ଼ତିଆଙ୍କୁ ସୋହେଲା ଥାନା ,ମୁଖ୍ୟାଳୟର ଅନୀଲ ପ୍ରଧାନଙ୍କୁ ଝାରବନ୍ଧ ଥାନାକୁ ବଦଳି କରାଯାଇଛି। ଇନିସ୍ପେକ୍ଟରଙ୍କ ମଧ୍ୟରେ ମୁଖ୍ୟାଳୟର ଦିଲୀପ ବେହେରାଙ୍କୁ ଅତାବିରା ଥାନା ,ଟାଉନ ଥାନାର  ସନୟ ନାୟକଙ୍କୁ ବିଜେପୁର ଥାନା,ମୁଖ୍ୟାଳୟ ରୁ ମଙ୍ଗଳ କିସ୍କୁ ଙ୍କୁ ଟାଉନ ଥାନା,ଭେଡେନ ଥାନାରୁ ମନୋଜ ପଧାନ ଙ୍କୁ ଗାଇସିଲେଟ ଥାନା,ପଦ୍ମପୁର ଥାନା ର ପ୍ରକାଶ ପାତ୍ର ଙ୍କୁ ବରଗଡ଼ ସଦର କୋର୍ଟ ଗୋଡ଼ଭଗା ଆଉଟ ପୋଷ୍ଟ ରୁ ବାଲୁଙ୍କେଶ୍ୱର ନାୟକ ଙ୍କୁ ଅତାବିରା ଥାନା,ଟାଉନ ଥାନା ର ଅରୁପ ରଞ୍ଜନ ବାରିକ ଙ୍କୁ ଋଷୁଡା ଆଉଟ ପୋଷ୍ଟ ,ପାଇକମାଲ ର ବିପିନ ବାଗ ଙ୍କୁ ଗୋଡ଼ଭଗା ଆଉଟପୋଷ୍ଟ ,ବିଜେପୁର ଥାନା ରୁ ସୁନିତ ଦୋରା ଙ୍କୁ ପାଇକମାଲ ଥାନା,ମେଳଛାମୁଡ଼ା ଥାନା ର ପ୍ରମୋଦା ସାହୁଙ୍କୁ ବିଜେପୁର ଥାନା ଅତାବିରା ଥାନା ର କମାକ୍ଷାକମଲେଶ୍ଵର ହେମ୍ବ୍ରମ କୁ ମେଳଛାମୁଡ଼ା ଥାନା କୁ ବଦଳି କରାଯାଇଛି। ସେହିକ୍ରମ ରେ ଏ ଏସ ଆଇ ଙ୍କ ମଧ୍ୟରେ  ଟାଉନ ଥାନା ର ଘସିରାମ କେର୍କେଟା ଙ୍କୁ ଭଟଲି ଥାନା, ଭଟଲି ଥାନା ର ପ୍ରେମରାଜ ସାହୁଙ୍କୁ ଟାଉନ ଥାନା ଅତାବିରା ଥାନା ର ରାମଚନ୍ଦ୍ର ଦାସ ଙ୍କୁ ଭେଡେନ,ବିଜେପୁର ଥାନା ର ନିହାର ରଞ୍ଜନ ପଧାନ କୁ ବରପାଲି,ବରପାଲି ଥାନା ର ତରାବତୀ କିଷାନ ଙ୍କୁ ବିଜେପୁର,ଏସ ଡି ପିଓ ଅଫିସ ର ସନ୍ତୋଷ ସାହୁ ଙ୍କୁ ପଦ୍ମପୁର ସଦର କୋର୍ଟ ର ଦୁର୍ଯ୍ୟୋଧନ ପଟେଲଙ୍କୁ ଏସ ଡି ପି ଓ ଅଫିସ,ଏବଂ ଋଷୁଡା ଆଉଟ ପୋଷ୍ଟର ଗଣେଶ ପ୍ରସାଦ କଲେତଙ୍କୁ ଭେଡେନ ଥାନା କୁ ବଦଳି କରାଯାଇଥିବା ବରଗଡ଼ ଆର ଏସ ଆଇ ଙ୍କ ବିଜ୍ଞପ୍ତି ରୁ ଜଣାପଡିଛି ବଦଳି ହୋଇଥିବା ସମସ୍ତ ଅଧିକାରୀ ଙ୍କୁ ରିଲିଫ କରିଦିଆଯାଇଥିବା ବେଳେ ନୂଆ ସ୍ଥାନ ରେ ତୁରନ୍ତ ଯୋଗ ଦେବାପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ  ଦିଆଯାଇଛି। 

0
0
0
s2sdefault