ଭୁବନେଶ୍ୱର : ୧୮ରୁ ୪୫ ବର୍ଷ ବୟସ୍କଙ୍କ ପାଇଁ ଟୀକା ରାଉରକେଲାରେ ଆରମ୍ଭ କରାଯିବ | କୋଭିଡି ହଟ୍ସପଟ ପାଲଟି ଯାଇଥିବା ସୁନ୍ଦରଃଘଡ ଜିଲ୍ଲାର ରାଉରକେଲାରୁ ଆସନ୍ତା ମଙ୍ଗଳବାର ଠାରୁ ଏ ଟୀକାଦାନ ଆରମ୍ଭ ହେବ ବୋଲି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି |
ରାଜ୍ୟ
ରାଉରକେଲାରେ ୧୮-୪୫ ବର୍ଷ ବୟସ୍କଙ୍କୁ ଟୀକାଦାନ ମଙ୍ଗଳବାର ଠାରୁ
- Hits: 490