ହେଡଲାଇନସ୍:

ମାନବିକତା ଦେଖାଇଲେ ପୂର୍ବତନ ନଗରପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 କଳାହାଣ୍ଡି/ତୁଳମଣି ନାଗ: କୋଭିଡ୍ ର ମହାମାରୀ କୁ ଖାତିର ନକରି ପ୍ରଥମେ ଲୋକ ସେବା କରିବାକୁ ପ୍ରାଧାନ୍ୟ ଦେଇଛନ୍ତି ଭବାନୀପାଟଣାର ପୂର୍ବତନ ନଗରପାଳ ତଥା କଳାହାଣ୍ଡି ଜିଲ୍ଲା ଯୁବ ସଭାପତି ତଥା ଲୋକପ୍ରିୟ ନେତା ଶ୍ରୀ ଆଦିତ୍ୟ ନନ୍ଦ |  ହଠାତ ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଫୋନ କଲେ ଏବଂ କହିଲେ ଯେ, ""ସାର ମୋ ବାପାଙ୍କୁ କେହି ମୁଖ୍ୟ ଚିକିତ୍ସାଳୟରୁ କୋଭିଡ ମେଡିକାଲ କୁ ନେବାକୁ ସାହାଯ୍ୟ କରୁନାହାନ୍ତି "" |ଏହାପରେ ସଙ୍ଗେ ସଙ୍ଗେ ଯୁବ ସଭାପତି ଶ୍ରୀଯୁକ୍ତ ଆଦିତ୍ୟ ନନ୍ଦ ସେଠାରେ ପହଂଚି ବିନା PPE କୀଟ ରେ ସେ ରୋଗୀକୁ ଆମ୍ବୁଲାନ୍ସ କୁ ଡକାଇ ନିଜେ ପାଖରେ ରହି ରୋଗୀ ଜଣକୁ covid ମେଡିକାଲ କୁ ପଠାଇଛନ୍ତି | ତାଙ୍କର ଏହିଭଳି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ ପାଇଁ ଲୋକେ ବେଶ  ପ୍ରସଂଶା କରିଛନ୍ତି।

0
0
0
s2sdefault