ହେଡଲାଇନସ୍:

୨୪ ଘଣ୍ଟାଭିତରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୧,୮୦୭ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

COVID-19 Latest update

ଭୁବନେଶ୍ୱର : କରୋନା ଭୁତାଣୁର ସଂକ୍ରମଣ ଶୃଙ୍ଖଳକୁ ଭାଙ୍ଗିବା ପାଇଁ  ରାଜ୍ୟବ୍ୟାପୀ ଲକଡାଉନ ଚାଲିଥିବା ବେଲେ ଗତକାଲି ଭୁତାଣୁ ସର୍ବକାଳୀନ ରେକର୍ଡ କରିଥିଲା ୧୨ହଜାର ଅତିକ୍ରମ କରି  | ହେଲେ ଗତ ୨୪ ଘଣ୍ଟାଭିତରେ  ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟି ଚିହ୍ନଟ ହୋଇଛନ୍ତି ୧୧,୮୦୭   | ସଙ୍ଗ ରୋଧରୁ  ୬୬୧୩ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ ୫୧୯୪ |  ଖୋରଧା ଜିଲ୍ଲାରେ ୧୫୧୦ ଜଣ ଚିହ୍ନଟ ହୋଇଥିବା ବେଳେ  ୧୯୨୨  ନୂତନ ସଂକ୍ରମିତଙ୍କ ସହ ପ୍ରଥମ ସ୍ଥାନରେ ଅଛି ସୁନ୍ଦରଗଡ  ଜିଲ୍ଲା | ତିନୋଟି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଅଙ୍କରେ ରହିଥିବା ବେଳେ ତିନି  ଅଙ୍କରେ ନୂତନ ଆକ୍ରାନ୍ତ  ସଂଖ୍ୟା ତାଲିକାରେ ଅଛି ୨୪   ଟି ଜିଲ୍ଲା |  

New Positive Cases: 11807

In quarantine: 6613

Local contacts: 5194

The district-wise list is as follows:

 

Angul: 560

Balasore: 260

Bargarh: 428

Bhadrak: 83

Balangir: 437

Boudh: 178

Cuttack: 1052

Deogarh: 115

Dhenkanal: 177

Gajapati: 105

Ganjam: 341

Jagatsinghpur: 134

Jajpur: 302

Jharsuguda: 421

Kalahandi: 402

Kandhamal: 92

Kendrapada: 145

Keonjhar: 231

Khurda: 1510

Koraput: 122

Malkangiri: 70

Mayurbhanj: 175

Nawarangpur: 419

Nayagarh: 204

Nuapada: 286

Puri: 454

Rayagada: 138

Sambalpur: 533

Sonepur: 210

Sundargarh: 1922

State Pool: 301

 

Total: 11,807

 

0
0
0
s2sdefault