ନୟାଗଡ଼(ବିଶ୍ୱଜିତ ନାୟକ) - ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଆଜି ଦେଖିବାକୁ ମିଳିଛି ଲମ୍ବା ଧାଡି । ଦୁଇଦିନ ଧରି ବନ୍ଦ ଥିବା covid ଟୀକା ଆଜି ଦବା ପାଇଁ ଜାଣିବା ପରେ ଲୋକଙ୍କର ଚିକିତ୍ସାଳୟ ପରିସରରେ ଭୀଷଣ ଗହଳି । କିଛି ଲୋକ ପ୍ରାୟ ରାତି 3ଟା ରୁ ନିଜ ନିଜ ଆଧାର କାର୍ଡ ଧରି ନିଜେ ଲାଇନ କରି ଚଟାଣରେ ଆଧାର କାର୍ଡ ଥୋଇ ଠିଆ ହୋଇଥିବାର ଦେଖିବାକୁ ମିଳିଥିଲା । କିଛି ସମୟ ଚିକିତ୍ସାଳୟ ପରିସରରେ ହୋହାଲା ମଧ୍ୟ ଘଟିଥିଲା । ନା କେହି ଦୂରତା ଅବଲମ୍ବନ ରକ୍ଷା କରିଥିଲେ ନା କେହି covid ନିୟମ ମାନିଥିଲେ ।
ରାଜ୍ୟ
ଟୀକା ପାଇଁ ପ୍ରବଳ ଭିଡ : ଧାଡିରେ ଆଧାର କାର୍ଡ
- Hits: 523
