ଆଠମଲ୍ଲିକ /(ସନ୍ତୋଷ ମେହେର): ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ତ୍ରିବେଣୀ ଛକ ଠାରେ ଆଞ୍ଚଳିକ ସେବା ସଂସଦ ତରଫରୁ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏଥିରେ ସେବା ସଂସଦ ର ସମସ୍ତ କର୍ମକର୍ତ୍ତା ଯୋଗଦାନ କରି ଲୋକମନକୁ ସାନିଟାଇଜର ଦେବା ସହିତ ମାସ୍କ ବଣ୍ଟନ କରିଥିଲେ I ଏହି ପରିପ୍ରେକ୍ଷୀରେ କିଆକଟା ଥାନା ଅଧିକାରୀ ଶ୍ରୀ ଅନାମ ଲାକ୍ରା ଅନ୍ୟ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ହୋଇ ଲୋକମନକୁ ସଚେତନ କରିବା ସହିତ ସେବା ସଂସଦର କର୍ମକର୍ତ୍ତା ମନଙ୍କୁ ସହଯୋଗ କରିଥିଲେ।
ରାଜ୍ୟ
କରୋନା ସଚେତନତା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ
- Hits: 762