ହେଡଲାଇନସ୍:

ରାଜ୍ୟରେ ଓଜେଏସ ଟପ୍ପର ଇର୍ସିତା , ଚତୁର୍ଥ ପ୍ରିୟଙ୍କା

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ସମ୍ବଲପୁର (ରମାକାନ୍ତ ବିଶ୍ବାଳ) - ରାଜ୍ୟରେ ଓଜେଏସ ଟପ୍ପର ହୋଇଛନ୍ତି ସମ୍ବଲପୁର ଜ଼ିଲ୍ଲା ବାମରା ବ୍ଲକ ଗଡ଼ପୋଷ ର ଝିଅ ଇର୍ସିତା କେସରୱାନି I 

ମଙ୍ଗଳବାର  ଓପିଏସସି ପ୍ରକାଶ କରିଛି ଓଡିଶା ଜୁଡିସିଏଲ ସର୍ଭିସର ପରୀକ୍ଷା ଫଳ। ଏହି ଓଡିଶା ଜୁଡିସିଆଲ ସର୍ଭିସ (OJS) ପରୀକ୍ଷାରେ ବାମରା ବ୍ଲକ  ଗଡ଼ପୋଷ ର ଇର୍ସିତା କେସରୱାନି ପ୍ରଥମ ଏବଂ ଜମନକିରା ବ୍ଲକ କଟଙ୍ଗପାଣି ର ପ୍ରିୟଙ୍କା ପ୍ରିୟଦର୍ଶନୀ ପଟେଲ ଚତୁର୍ଥ ହୋଇଛନ୍ତି I ଚଳିତ ବର୍ଷ ମଧ୍ୟ ମହିଳା ମାନେ ବାଜିମାତ କରିଛନ୍ତି I ଉଭୟେ  ଏହି ସଫଳତା ପାଇଁ ନିଜର ପରିଶ୍ରମ ଓ ପରିବାର ଲୋକଙ୍କୁ ଶ୍ରେୟ ଦେଇଛନ୍ତି।

 

 

0
0
0
s2sdefault