ବୁଗୁଡା: ( ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ତୃତୀୟ ଶ୍ରେଣୀ ଓ ପଞ୍ଚମ ଶ୍ରେଣୀ ର ୨୦୧୯-୨୦ ବୃତ୍ତି ପରୀକ୍ଷା ଫଳ ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ନୀଳମାଧବ ଷଡଙ୍ଗୀ ପତ୍ର ମାଧ୍ୟମରେ ବିଭିନ୍ନ ବିଦ୍ୟାଳୟକୁ ପ୍ରେରଣ କରିଥିବା ଜଣାପଡିଛି। ବିଇଓଙ୍କ ପତ୍ର ପ୍ରକାରେ ତୃତୀୟ ଶ୍ରେଣୀ ମେଧାବୃତ୍ତି ପାଇଥିବା ଶିକ୍ଷାର୍ଥୀମାନେ ହେଲେ ୧- ତେଜସ୍ୱିନୀ ଖାଡେଙ୍ଗା (ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବୁଗୁଡା) ୨- ମଧୁସ୍ମିତା ସାହୁ (ବିରଞ୍ଚିନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ, ବୁଗୁଡା) ୩- ସନ୍ଦୀପ କୁମାର ସାହୁ (ପ୍ରାଥମିକ ବିଦ୍ୟାଳୟ, ସୋରଡ଼) ୪- ଶ୍ରୀକୃଷ୍ଣ ଜେନା (ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବୁଗୁଡା) ୫- ଶୁଭମ୍ କୁମାର ପାତ୍ର (ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବୁଗୁଡା) ୬- ଶାନ୍ତିଲତା ଜେନା (ପ୍ରାଥମିକ ବିଦ୍ୟାଳୟ, ଜି ନୂଆଁସାହି) ୭- ମନୀଷା ରାଣୀ ପ୍ରଧାନ (ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ମୋଟାବାଡ଼ି) । ସେହିପରି ତୃତୀୟ ଶ୍ରେଣୀ ଗରିବ ଛାତ୍ର ମେଧାବୃତ୍ତି ପାଇଥିବା ଶିକ୍ଷାର୍ଥୀମାନେ ହେଲେ ୧- ସ୍ମୁରୁତି ଶ୍ରୀୟା ନାୟକ (ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ବାଲିପଦର) ୨- କାହ୍ନୁ ଗୌଡ଼ (ଏସ.ଏ.ବିଦ୍ୟାପୀଠ, ବି.କରଡ଼ାବାଡ଼ି) ୩- ଅଙ୍କିତା ନାୟକ (ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ମୋଟାବାଡ଼ି) ୪- ଗୌରବ ଗୌଡ଼ (ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବୁଗୁଡା) ୫- ହିତାର୍ଥୀ ପ୍ରଧାନ (ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ମୋଟାବାଡ଼ି) ୬- ପ୍ରଦୀପ କୁମାର ଗୌଡ଼ (ଉନ୍ନୀତ ଉଚ୍ଚ ବିଦ୍ୟାଳୟ,କରସିଙ୍ଗି) ୭- ଅମ୍ରିତା ପ୍ରିୟଦର୍ଶନୀ ଦାଶ (ନିଉ ଏରା ପବ୍ଲିକ ସ୍କୁଲ, ବୁଗୁଡା) ।
ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପାଇଥିବା ଶିକ୍ଷାର୍ଥୀ ମାନେ ହେଲେ ୧- ଅମିତ କୁମାର ସାସମଲ (ମା ସରସ୍ୱତୀ ଶିଶୁ ମନ୍ଦିର, କଳମ୍ଵ) ୨- ତନ୍ମୟ କୁମାର ସ୍ୱାଇଁ (ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବୁଗୁଡା) ୩- ପ୍ରିୟଙ୍କା ପ୍ରଧାନ (ୟୁ.ପି. ସ୍କୁଲ, କରଚୁଲି) ୪- ଶ୍ରବଣ କୁମାର ବିଷୋୟୀ (ୟୁ.ପି. ସ୍କୁଲ, ମହୁଳପଲ୍ଲୀ) ୫- ସୌମ୍ୟଶ୍ରୀ ସୁଧାଶିଷ ପାତ୍ର (ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ, ମାଣିତରା) ୬- ଟି. କୀର୍ତ୍ତିମାନ ପାତ୍ର (ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ,ବୁଗୁଡା) ୭- ସ୍ବୟଂ ପ୍ରସାଦ ବଡୁ (ମା ସରସ୍ଵତୀ ଶିଶୁ ମନ୍ଦିର, କଳମ୍ବ) । ସେହିପରି ଗରିବ ଛାତ୍ର ମେଧାବୃତ୍ତି ପାଇଥିବା ଶିକ୍ଷାର୍ଥୀ ମାନେ ହେଲେ ୧- ପୂଜା ନାୟକ (ୟୁ.ଜି. ହାଇ ସ୍କୁଲ, କରସିଙ୍ଗି) ୨- ମନୀଷା ପ୍ରଧାନ (ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ମୋଟାବାଡ଼ି) ୩- ସଂଗ୍ରାମ କେଶରୀ ପାତ୍ର (ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ବୁଗୁଡା) ୪- ଅମୃତମୟୀ ମିଶ୍ର (ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବୁଗୁଡା) ୫- ପ୍ରକୃତି ପ୍ରଧାନ (ନୋଡାଲ ୟୁ.ପି. ସ୍କୁଲ, ବାଲିପଦର) ୬- ଶୁଭସ୍ମିତା ବେହେରା (ମା ସରସ୍ଵତୀ ବିଦ୍ୟା ମନ୍ଦିର, ମାଣିତରା) ୭- ଦୀପକ କୁମାର ବେହେରା (ମା ସରସ୍ଵତୀ ବିଦ୍ୟା ମନ୍ଦିର, ମାଣିତରା)। ବିଇଓ ଶ୍ରୀ ଷଡଙ୍ଗୀ, ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଓ ପିତାମ୍ବର ବିଷୋୟୀ ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।