ହେଡଲାଇନସ୍:

ମର୍ମତୁଦ ସଡକ ଦୁର୍ଘଟଣା ରେ ୩ ମୃତ  ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ମାଲକାନଗିରି (ମାଲକାନଗିରି): ସଡକ ସୁରକ୍ଷା ସପ୍ତାହରେ ଅଘଟଣ । ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବିଜାଘାଟି ରେ ଆଜି ଦୁଇଟି ମୋଟର ସାଇକେଲ ମୁହାଁମୁହିଁ ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ଦୁଇଟି ମୋଟର ସାଇକେଲ ର ୩ ଆରୋହି ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ତେବେ ମୃତକ ଙ୍କ ପରିଚୟ ମିଳି ପାରିନାହିଁ । ଘଟଣା ର ଖବର ପାଇ ମାଲକାନଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ମୃତକ ମାନଙ୍କ ପରିଚୟ ମିଳି ପାରିନାହିଁ । ତେବେ ଗାଡି ଦୁଇଟି ମଧ୍ୟରୁ ଗୋଟିଏ ଗାଡିର ନମ୍ବର ହେଉଛି OD 30d 4871 ଓ ଅନ୍ୟଟି ହେଉଛି OD30 9719. 

0
0
0
s2sdefault