ପାଞ୍ଚବର୍ଷରେ ପଦାର୍ପଣ କଲା ଶିକ୍ଷାନୁଷ୍ଠାନ ଓ୍ବିନର ବ୍ରାଇଟ ଫ୍ୟୁଚର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ସହରର ଜଣାଶୁଣା ଇଂରାଜୀ ମାଧ୍ୟମ ଶିକ୍ଷାନୁଷ୍ଠାନ ଓ୍ବିନର ବ୍ରାଇଟ ଫ୍ୟୁଚର ଆଜି ପାଞ୍ଚବର୍ଷ ପଦାର୍ପଣ କରିଛି । ଆଜିକା ଦିନରେ ପାଞ୍ଚ ବର୍ଷ ପୂର୍ବରୁ ଏହି ଶିକ୍ଷାନୁଷ୍ଠାନ ଆରମ୍ଭ ହୋଇଥିଲା । କରୋନା କଟକଣା ଯୋଗୁଁ କୋଭିଡ଼ ନିୟମ ଅନୁସାରେ ଆଜି ପାଞ୍ଚବର୍ଷ ପୂରଣର ଉତ୍ସବ ପାଳନ କରାଯାଇଛି । ଏହି ଶିକ୍ଷାନୁଷ୍ଠାନର ଛାତ୍ରୀ ତନିସା ମିଶ୍ର କର୍ତା ଭାବରେ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ପ୍ରନ୍ସିପାଲ ଆପାଲି ଅପରାଜିତା ଦାଶ,ମହେନ୍ଦ୍ରି ବାରିକ,ତିରିଜା କେରକେଟା ଏବଂ ଲିଲିମା ରାଓ,ମିନତି ବାରିକ,କୁମୁଦିନି ବାରିକ,ତିଲୋତ୍ତମା ରଣା ଓ ବବିତା ସାହୁ ଉପସ୍ଥିତ ଥିଲେ ।

0
0
0
s2sdefault