ଜବାହରଲାଲ ନେହେରୁ ଆଦିବାସୀ କ୍ଲବ ଦ୍ୱାରା ସଫେଇ କାର୍ଯ୍ୟ ଆରମ୍ଭ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଣ୍ଟାବାଞ୍ଜି(ଚୁଡାମଣି ସୁନା)ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଚଟୁଅନକା ଗ୍ରାମର ଜବାହରଲାଲ ନେହେରୁ ଆଦିବାସୀ କ୍ଲବ ର ସଦସ୍ୟ ମାନେ ଆଜି ଚଟୁଅନକା ମାଝୀ ପଡ଼ା ରେ ଥିବା ଆବର୍ଜନା ଭର୍ତ୍ତି ଡ୍ରେନେଜ କୁ ସଫା କରିଥିଲେ।କ୍ଲବ ର ସଭାପତି ସହଦେବ ମାଝୀ, ଉପ ସଭାପତି ବିଶିକେଶନ ମାଝୀ, ସମ୍ପାଦକ କିଶୋର ମାଝୀ ଓ ଅନ୍ୟ ସଦସ୍ୟ ମାନେ ମିଶି ନାଳକୁ ସଫା କରିବା ସହ କେମିତି ଗାଁ କୁ ସଫା ସୁତୁରା ରଖିବା ଏବଂ ଅଳିଆ ଆବର୍ଜନା ନ ପକାଇବା ପାଇଁ ଲୋକ ମାନଙ୍କୁ ସଚେତନ କରିଥିଲେ।

0
0
0
s2sdefault