ହେଡଲାଇନସ୍:

ସ୍ଥାୟୀ ନିଯୁକ୍ତି ପାଇଁ ରାସ୍ତାକୁ ଓହ୍ଲାଇଲେ କାର୍ଯ୍ୟରତ କୋଭିଡ ପାରାମେଡିକାଲ ଷ୍ଟାଫ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ସ୍ଥାୟୀ ନିଯୁକ୍ତି ଦାବିରେ ରାସ୍ତାକୁ ଓହ୍ଲେଇଲେ ସମ୍ବଲପୁରର କାର୍ଯ୍ୟରତ କୋଭିଡ ପାରାମେଡିକାଲ ଷ୍ଟାଫ । ଆଜି ସମ୍ବଲପୁର ସିଡିଏମଓ କାର୍ଯ୍ୟାଳୟରୁ ଏକ ରେଲିରେ ବାହାରି ସମ୍ବଲପୁର ଜିଲ୍ଲାପାଳଙ୍କ କାଯ୍ୟାଳୟ ପର୍ଯ୍ୟନ୍ତ ଆସି ଧାରଣା ଦେବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇଛନ୍ତି ।ଦୀର୍ଘ ୯ ମାସ କୋଭିଡ ଭଳି ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗେଇ ଲୋକଙ୍କ ସେବା କରିଥିବାରୁ ତାଙ୍କୁ ସ୍ଥାୟୀ ଭାବରେ ନିଯୁକ୍ତି ଦେବାପାଇଁ ଦାଵିପତ୍ର  ଦେଇଛନ୍ତି ।

 

0
0
0
s2sdefault