ନୂଆଦିଲ୍ଲୀ (ଶାସକ ପ୍ରଶାସକ) କେନ୍ଦ୍ର ଟେକ୍ସଟାଇଲ୍ ଏବଂ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଜେ ଇରାନୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ ନିଜେ ସୋସିଆଲ ମିଡିଆରେ ଏହି ଘୋଷଣା କରିଛନ୍ତି। ସେ ତାଙ୍କ ଟୁଇଟ ରେ କହିଛନ୍ତି ଯେ "It is rare for me to search for words while making an announcement; hence here’s me keeping it simple — I’ve tested positive for #COVID and would request those who came in contact with me to get themselves tested at the earliest "
ରାଜ୍ୟ
କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କୋଭିଡ ପଜିଟିଭ
- Hits: 326