ହେଡଲାଇନସ୍:

ପ୍ରତାପଙ୍କ ନାଲିଆଖି ପରେ ବନ୍ଦ ହେଲା ରୋଗୀଙ୍କୁ ‘ନଟ୍ ଫରସେଲ’ ମେଡିସିନ୍ ବିକ୍ରି ଆ·ର୍ଯ୍ୟ ହରିହର ହରିହର କର୍କଟ କେନ୍ଦ୍ରରେ ଡାକ୍ତର କର୍ମଚାରୀଙ୍କ ମଧୁଚନ୍ଦ୍ରିକା କେମୋ ଥେରାପି ଇଞ୍ଜେକ୍ସନ ବିକ୍ରି ହେଉଥିଲା ଅଧା ଦାମରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ  : ନଟ ଫର୍ ସେଲ୍ ବୋଲି ଉଦ୍ଧିଷ୍ଟ ହୋଇଥିବା ମେଡିସିନ ରୋଗୀଙ୍କୁ ବିକ୍ରୀ କରାଯାଇପାରିବ ନାହିଁ ବୋଲି ସରକାରଙ୍କ ଦ୍ୱାରା ପରିଚାଳିତ ଆଚାର୍ଯ୍ୟହରିହର ଆଚଳିକ କର୍କଟ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି  । ନଟ୍ ଫର ସେଲ ମେଡିସିନ୍ ଗୁଡିକ୍ ବିକ୍ରୀ ହେଉଛି ବୋଲି ଅଭିଯୋଗ ହେବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ରାଗି କି ପାଚି ଲାଲ `ଏଭଳି ଅଭିଯୋଗ ପାଇବା ପରେ ସେ ଏହାର ତଦନ୍ତ ନିର୍ଦେଶ ଦେବା ପରିପ୍ରେକ୍ଷୀରେ ସେପ୍ଟେମ୍ବର ୧୮ ତାରିଖରୁ ଏଭଳି ମେଡିସିନ୍ର ବିକ୍ରି ନିଷିଦ୍ଧ କରାଯାଇଛି ଆ·ଯର୍ୟ ହରିହର ଆ ଳିକ କର୍କଟ କେନ୍ଦ୍ରର ନିଦେ୍ର୍ଧଶକ ଲଲାଟେନ୍ଦୁ ଷଢଙ୍ଗୀ କହିଛନ୍ତି । ଏବେ କର୍କଟ ରୋଗ ପାଇଁ ଆବଶ୍ୟକ ମେଡିସିନ ରୋଗୀଙ୍କୁ ମାଗଣା ଯୋଗାଇ ଦିଆଯାଉଛି । ହେଲେ ଏହାପୂର୍ବରୁ ନଟଫର୍ ସେଲ ମେଡିସିନ୍ ଗୁଡିକ ମାର୍କେଟ ମୂଲ୍ୟର ଅଧା ଦରରେ ରୋଗୀଙ୍କ ବିକା ହେଉଛି ବୋଲି ଅଭିଯୋଗ ହେଉଥିଲା । କେମୋଥେରାପି ପାଇଁ ଆବଶ୍ୟକ ପଡୁଥିବା ଡ୍ରଗ୍ସ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ନିରାମୟ କାଉ ରରୁ ଅଧା ଦାମରେ ବିକ୍ରୀ ହୋଇଥାଏ ବୋଲି ଅଭିଯୋଗ ହୋଇଥିଲା  ।

ସୂଚନାଯେଗ୍ୟ ଯେ ରାଜ୍ୟ ସରକାରଙ୍କ ଫ୍ଲାଗ୍ସିପ୍ ପ୍ରୋଗ୍ରାମ ନିରାମୟ ଅନ୍ତର୍ଗତ ରୋଗୀଙ୍କୁ ୫୦୦ ଫର୍ମୁଲାର ଔଷଧ ମାଗଣା ଯୋଗାଇଦିଅଯାଉଛି, ଯାହା ମଧରେ କି ଅଧିକ ମୂଲ୍ୟବିଶିଷ୍ଟ କର୍କଟ ରୋଗ ପାଇଁ ଔଷଧ ସାମିଲ । ଜଣେ ରୋଗୀଙ୍କ କହିବା ଅନୁଯାୟୀ ନଟଫର୍ ସେଲ ଲେଖାଥିବା ରିଟୁrିମାବଇ ଇଞ୍ଜେrନ ନିରାମୟ କାଉ ରରୁ ୧୬୩୦୦ ଟଙ୍କାରେ କିଣିଥିଲେ  । କାଉ ରରେ ଥିବା କର୍ମ·ରୀ କହିଥିଲେ ଯେ, ଏହି ମେଡିସିନ୍ ବଜାରରେ ୩୫ ହଜାରରୁ ୪୦୦୦୦ ଟଙ୍କ । ଆଉ ସବୁଠୁ ଆଶ୍ଚଯର୍ୟ କଥା ଯେ ସେ ଔଷଧ ବାବଦ ପଇସା ନେଇ ରସିଦ ମଧ୍ୟ ଦେଇଛନ୍ତି  । ଏଭଳି ଅଭିଯୋଗ ଆସିବା ପରେ ସ୍ୱାସ୍ଥ୍ୟ ସଚିବ, ଓଡିଶା ମେଡିସିନ କର୍ପୋରେସନର ପରି·ଳନା ନିଦେ୍ର୍ଧଶକ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ କମିଟି ଘଟଣାର ତଦନ୍ତ କରିବା ସହ ଉପରୋକ୍ତ ନିଦେ୍ର୍ଧଶ ଦେଇ ନଟଫର୍ ସେଲ ମେଡିସିନ୍ ବିକ୍ରୀ ନିଷିଦ୍ଧ କରିଛନ୍ତି ।

0
0
0
s2sdefault