ହେଡଲାଇନସ୍:

ଆଇଏଏସ୍‌ ଅଫିସର ହେବ ଲକ୍ଷ୍ୟ ରଖିଛନ୍ତି କଳାହାଣ୍ଡି ଜିଲା ମାଟ୍ରିକ୍‌ ଟପ୍ପର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜୁନାଗଡ (ଆଦିତ୍ୟ ମହାନ୍ତି) : ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ଆୟୋଜିତ ମାଟ୍ରିକ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ହlବସପୁର ଗ୍ରାମର ସୌରଭ କୁମାର  ଜିଲ୍ଲା ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି। ସେ ହବlସପୁର  ଗ୍ରାମ ର ବାପା ମନ୍ ଧର କୁମାରକୁମାର ଓ ମା  ତୀର୍ଥୟା କୁମାରଙ୍କ ପୁଅ ଅଟନ୍ତି. ହାବସପୂର୍ ଗ୍ରାମର କୃପାସିନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଅଟନ୍ତି |  ସେ ମୋଟ 540(90.00) ପ୍ରତିଶତ ମାର୍କ ରଖି ଜିଲାରେ ଟପର୍  ହୋଇଛନ୍ତି ।ସେ ଏହି ସଫଳତା ର ଶ୍ରେୟ ନିଜ ବାପା ମା ଏବ୍ଂ ସ୍କୁଲ କତୃପକ୍ଷଙ୍କୁ ଦେଇଛନ୍ତି | ସେ ଆଇଏଏସ୍‌ ଅଫିସର ହେବେ ବୋଲି କହିଛନ୍ତି ସୌରଭ |

0
0
0
s2sdefault