ଭୁବନେଶ୍ୱର ( ଶାସକ ପ୍ରଶାସକ) : ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଚିହ୍ନଟ ହୋଇଛନ୍ତି ୪୯ ଜଣ କୋଭିଡ ପଜିଟିଭ ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ୩୪ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ବାହାରୁ ଚିହ୍ନଟ ହୋଇଛନ୍ତି ୧୫ ଜଣ। ଆଜିର ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରେ କୋଭିଡ଼ ପଜିତିଭ ଆକ୍ରାନ୍ତଙ୍କ ସଂଖ୍ୟା ୧୨୩୧ ରେ ପହଁଚିଲା । ସେମାନଙ୍କ ମଧ୍ୟରୁ ୬୪୨ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ସୁସ୍ଥ ହୋଉଛବତୀ ୫୭୬ ଜଣ । ଏହି ରୋଗରେ ବିଏମସି ଅଂଚଳରୁ ୧୧ ଜଣ ପ୍ରାଣ ହରାଇଛନ୍ତି ।
ରାଜ୍ୟ
ଆଜି ବିଏମସି ଅଂଚଳରୁ ୪୯ ପଜିଟିଭ
- Hits: 413