ହେଡଲାଇନସ୍:

୭ ପୋଲିସ କର୍ମଚାରୀ କରୋନା ପଜିଟିଭ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ(ଶାସକ ପ୍ରଶାସକ) : ଭଦ୍ରକରେ ୭ ପୋଲିସ କର୍ମଚାରୀ କରୋନା ପଜିଟିଭ ଚିହ୍ନିତ ହୋଇଛନ୍ତି | ଆଜି ଏ ବିଷୟରେ ଜିଲ୍ଲା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି | ଆଜି ଆକ୍ରାନ୍ତ ଭାବେ ଚହ୍ନଟ ଯୋଇଥିବା ପୋଲିସ କର୍ମଚାରୀମାନେ ଆଗ ଧାଡ଼ିର କରୋନା ଯୋଦ୍ଧା ଭାବେ ନିୟୋଜିତ ହୋଇ ଆସିଥିଲେ | ଆଜି ସେମାନେ କରୋନା ପଜିଟିଭ ଭାବେ ଚିହ୍ନଟ ଯୋଇଥିବା ବେଳେ ଜିଲ୍ଲା ପୋଲିସ ବାହିନୀ ପକ୍ଷରୁ ସେମାନଙ୍କ ଆସୁ ଆରୋଗ୍ୟ କାମନା କରାଯାଇଛି |

0
0
0
s2sdefault