ହେଡଲାଇନସ୍:

  ଗୁଇନ୍ଦା ସଂସ୍ଥା କରାଇଲା ତାଗିଦ : ଏହି ଆପ ବ୍ୟବହାର ନିରାପଦ ନୁହେଁ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆଦିଲ୍ଲୀ :   ଭାରତୀୟ ଗୁଇନ୍ଦା ସଂସ୍ଥା କେତେକ ମୋବାଇଲ ଆପ ବ୍ୟବହାର ନକରିବା ପାଇଁ ଭାରତ  ସରକାରଙ୍କୁ ଓ ଜନସାଧାରଣଙ୍କୁ ଅନୁରୋଧ କରିବାକୁ କହିଛନ୍ତି | କାରଣ ଏ ସବୁ ଆପଗୁଡିକ ଚାଇନା ସହିତ ସମ୍ପର୍କିତ ଆଉ ଏଗୁଡିକ ବ୍ୟବହାର କରିବା ନିରାପଦ ନୁହେ | ଏହି ଆପ ଗୁଡିକ ମାଧ୍ୟମରେ ଵିପୁ;ଲ ପରିମାଣର ଡାଟା ଡ୍ରେନ ହୋଇଯିବାର ଆଶଙ୍କା ରହିଛି |  ଯେଉଁ ଆପ ଗୁଡିକୁ ବ୍ୟବହାର ନକରିବା ପାଇଁ ନିରାପତ୍ତା ସଂସ୍ଥା ଗୁଡିକ ପରାମର୍ଶ ଦେଇଛନ୍ତି ସେଗୁଡିକ ମଧ୍ୟରେ ଅଛି ଭିଡ଼ିଓ କନଫରେନସିଂ ଆପ ଜୁମ, ସର୍ଟ ଭିଡିଓ ଆପ ଟିକ ଟକ, ୟୁ ସି ବ୍ରାଉଜର, ଜେଣ୍ଡାର, ଶେୟାର ଇଟ ଓ କ୍ଲିନ ମାଷ୍ଟର ଭଳି ଆପ ସାମିଲ | ଏଗୁଡିକର ବ୍ୟବହାର ଭାରତ ସ୍ୱାର୍ଥ ବିରୋଧୀ ହୋଇପାରେ ବୋଲି ନିରାପତ୍ତା ସଂସ୍ଥା ସୂଚନା ଦେଇଛନ୍ତି | 

ସୁରକ୍ଷା ଏଜେନ୍ସିର ସ୍କନରରେ ଥିବା ବା ନିରାପତ୍ତା ଦୃଷ୍ଟିରୁ ସନ୍ଦିଗ୍ଧ ଆପ ଗୁଡିକ ହେଲା TikTok, Vault-Hide, Vigo Video, Bigo Live, Weibo ,WeChat, SHAREit, UC News, UC Browser, 

BeautyPlus, Xender, ClubFactory, Helo, LIKE, Kwai, ROMWE, SHEIN, NewsDog, Photo Wonder, APUS Browser, VivaVideo- QU Video Inc, Perfect Corp, CM Browser, Virus Cleaner (Hi Security Lab), Mi Community, DU recorder, YouCam Makeup, Mi Store, 360 Security, DU Battery Saver, DU Browser, DU Cleaner, DU Privacy, Clean Master – Cheetah, CacheClear DU apps studio, Baidu Translate, Baidu Map, Wonder Camera, ES File Explorer, QQ International, QQ Launcher, QQ Security Centre, QQ Player, QQ Music, QQ Mail, QQ NewsFeed, WeSync, SelfieCity, Clash of Kings, Mail Master, Mi Video call-Xiaomi, Parallel Space

0
0
0
s2sdefault