ହେଡଲାଇନସ୍:

ଦୁଇ ଡାକ୍ତର ଓ ୬ କଏଦୀ କରୋନା ପଜିଟିଭ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁନ୍ଦରଗଡ଼ /ରାଉରକେଲା(ହୋରାଚାନ୍ଦ ଦେଉରିଆ)  : ରାଉରକେଲା ସରକାରୀ ଡାକ୍ତରଖାନା(ଆରଜିଏଚ)ର ଦୁଇଜଣ ଡାକ୍ତର ଓ ୬ ଜଣ ଜେଲ ଅନ୍ତେବାସୀ (କଏଦୀ)ଙ୍କୁ ମିଶାଇ ୧୮ଜଣ କୋବିଦ-୧୯ ପହିତିଭ ଚିହ୍ନଟ ହୋଇଛନ୍ତି | ଏକ  ଟୁଇଟ ମାଧ୍ୟମରେ ସୁନ୍ଦରଗଡ ଜିଲ୍ଲାପାଳ ନିଖିଳ  ପବନ କଲ୍ୟାଣ ସୂଚନା ଦେଇଛନ୍ତି | ଏମାନଙ୍କ  ମଧ୍ୟରୁ ୧୪ ଜଣ ସଙ୍ଗ ରୋଧ କେନ୍ଦ୍ରରୁ, ଦୁଇଜଣ ଗୃହ ସଙ୍ଗରୋଧରୁ ଓ ଦୁଇ ଜଣ  ସ୍ଥାନୀୟ ଅଂଚଳରୁ | ଆରଜିଏଚର ଡାକ୍ତର କରୋନା ପଜିଟିଭ ଚିହ୍ନଟ ହେବ ପରେ ଡାକ୍ତରଖାନାକୁ ସାନିଟାଈଜ କରାଯାଇଛି | ଦୁଇଜଣ ଡାକ୍ତରଙ୍କ କଣ୍ଟକଟ ଟ୍ରେସିଙ୍ଗ ଚାଲିଛି ବୋଲି କହିଛନ୍ତି ଜିଲ୍ଲାପାଳ |

0
0
0
s2sdefault