ହେଡଲାଇନସ୍:

ପୁଣି ୬୭ ପଜିଟିଭ, ସେପଟେ ବରଗଡରେ ଗୋଟେ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) ପୁଣି ୬୭ କରୋନା ପଜିଟିଭ | ସେମାନଙ୍କ ମଧ୍ୟରେ ଅନୁଗୁଳ ୬, ବଲାଙ୍ଗୀର ୭ , କଟକ ୨, ଢେଙ୍କାନାଳ ୧, ଗଂଜାମ ୭, ଜଗତସିଂହପୁର ୧, କଳାହାଣ୍ଡି ୪, ଖୋର୍ଦ୍ଧା ୩, ମାଲକାନଗିରି ୨, ନୟାଗଡ ୧୩, ନୂଆପଡା ୧, ପୁରୀ ୧୬, ସୁନ୍ଦରଗଡ ୪ ଜଣ ସାମିଲ | ଫାର୍ମାରେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୧୩୩୬(ବରଗଡର ଜଣେ ପଜିଟିଭଙ୍କୁ ଛାଡି) ପହଁଚିଥିବା ବେଳେ ସକ୍ରିୟ ଅଛନ୍ତି ୮୩୨ | ସୁସ୍ଥ ହେଲେଣି ୪୯୭ ଓ ପ୍ରାଣ ହରାଇଲେଣି ୭ ଜଣ | 

ସୂଚନାହୋଗ୍ୟ ଯେ  ବରଗଡ଼ ସହରରେ ବି  ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି | ଆକ୍ରାନ୍ତ ଜଣକ ହୋମ କ୍ୱାରେଣ୍ଟାଇନ ରେ ଥିଲେ | ଏନେଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ କଲ୍ୟାଣି ଦାଶ ସୂଚନା ଦେଇଛନ୍ତି | 27 ନମ୍ବର ଜିଲ୍ଲା ହିସାବରେ ବରଗଡ଼ ଜିଲ୍ଲା କରୋନା ଆକ୍ରାନ୍ତଙ୍କ ତାଲିକାରେ ଖାତା ଖୋଲିଛି | 

0
0
0
s2sdefault