ହେଡଲାଇନସ୍:

 କରୋନାରୁ  ସୁସ୍ଥ ହେଲେ ୬୧ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର :  ରାଜ୍ୟରେ ଆଉ ୬୧ ଜଣ କରୋନା ଜାଲରୁ ମୁକ୍ତି ପାଇଛନ୍ତି | ସେମାନଙ୍କ ମଧ୍ୟରେରେ ଅଛନ୍ତି ଗଂଜାମରୁ ୪୧, ବାଲେଶ୍ୱରରୁ ୧୫, ରାଉରକେଲାରୁ ୨ ଜଣ ଓ ଭଦ୍ରକ, ମୟୁରଭଞ୍ଜ ଓ ଯାଜପୁରରୁ ଜଣେ ଲେଖାଏ | ଫଳରେ ସୁସ୍ଥ ଲୋକଙ୍କ ସଂଖ୍ୟା ୪୯୭କୁ ବୃଦ୍ଧି ପାଇଛି | ବର୍ତ୍ତମାନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯ ଛୁଇଁଥିବା ବେଳେ  ସକ୍ରିୟ ରହିଛନ୍ତି ୭୬୫ ଜଣ | ୭ ଜଣ ଏଯାବତ ପ୍ରାଣ ହରାଇଛନ୍ତି | 

0
0
0
s2sdefault