ହେଡଲାଇନସ୍:

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ : ବାତ୍ୟାଂଚଳ ବୁଲିବା ପରେ କରିବେ ସମୀକ୍ଷା 

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ପଶ୍ଚିମ ବଙ୍ଗ ଗସ୍ତ ପରେ କଲେ ୧୦୦୦ କୋଟି ଟଙ୍କାର ସହାୟତା ଘୋଷଣା 

ଭୁବନେଶ୍ୱର (ଶାସକ ପ୍ରଶାସକ): ଆମ୍ପାନ ବାତ୍ୟାର ଗୁରୁତର କ୍ଷତିଗ୍ରସ୍ତ ହୋଇଥିବା ଓଡ଼ିଶାର ସ୍ଥିତି ଆକଳନ ପାଇଁ ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ବିମାନବନ୍ଦର ଠାରେ ପ୍ରଧାମାନେତ୍ରୀଙ୍କୁ ସ୍ୱାଗତ କଲେ ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ | ବାତ୍ୟାଂଚଳ ବୁଲି ଦେଖିବା ପରେ ଭୁବନେଶ୍ୱରରେ ନେବେ ସମୀକ୍ଷା ବୈଠକ | ସୂଚନାଯୋଗ୍ୟ ଯେ ବାତ୍ୟାଂଚଳ ବୁଲିସାରି  ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ୧୦୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି | ଓଡିଶା ପାଇଁ କେତେ ଘୋଷଣା କରୁଛନ୍ତି ଟାକି ଅପେକ୍ଷା | 

0
0
0
s2sdefault