କେରଳରୁ ଫେରୁଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଳକର ୪୪ଜଣ ଶ୍ରମିକ ଭାଇଭଉଣୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : କେରଳର ଏର୍ଣ୍ଣାକୁଳମରୁ ଗୋଟିଏ ଟ୍ରେନ ବାହାରିଛି। ସେଥିରେ ଗଜପତି ଜିଲ୍ଲା ମୋହନା ବ୍ଳକର ୪୪ଜଣ  ଶ୍ରମିକ ଭାଇଭଉଣୀ ଆସୁଛନ୍ତି। ସେମାନେ ଆସନ୍ତା କାଲି ସକାଳ ୬ ଘଣ୍ଟା ସମୟରେ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚିବେ। ସେଠାରୁ ସେମାନଙ୍କୁ ୨ ଗୋଟି ବସ୍ ଯୋଗେ ଗଜପତି ଜିଲ୍ଲା ଅଣାଯିବ ବୋଲି ଗଜପତି ଜିଲ୍ଲାପାଳ ଅନୁପମ ସାହା କହିଛନ୍ତି।

0
0
0
s2sdefault