ପ୍ରଥମ ଅପଡେଟ : ଯାଜପୁରରେ  ୫ କରୋନା ପଜିଟିଭ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ)  :  ପୁଣି ୫ ଜଣ  କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି  କରୋନାର ହଟ ବେଡ଼ ସାଜିଥିବା ଯାଜପୁରରୁ | ସେମାନଙ୍କ ମଧ୍ୟରେ ୩ ପୁରୁଷ( ବୟସ ଯଥାକ୍ରମେ ୨୮ ବର୍ଷ ୫୬ ବର୍ଷ ଓ ୬୩ ବର୍ଷ )  ଓ ଦୁଇ ମହିଳା(ବୟସ ଯଥାକ୍ରମେ ୨୪  ବର୍ଷ ଓ ୬୦ ବର୍ଷ)  ଅଛନ୍ତି | ମହିଳା ଦୁଇଜଣ କଣ୍ଟାକଟ ପଜିଟିଭ କେଶ | ସମସ୍ତର କଲିକତା ଫେରନ୍ତା ଓ ସମସ୍ତେ କବାରେଣ୍ଟାଇନରେ ଥିଲେ |  ମୋଟ ସଂଖ୍ୟା ପହଁଚିଲା ୧୫୪ରେ   |ସେମାନଙ୍କ କଣ୍ଟାକଟ ଟ୍ରେସିଙ୍ଗ ଚାଲିଛି | 

 

0
0
0
s2sdefault