ହେଡଲାଇନସ୍:

ଏକାଥରେ ୧୪ କରୋନା ପଜିଟିଭ : ଦୁଇ ଜଣ ତିନି ବର୍ଷିଆ ଶିଶୁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଏକାଥରେ ୧୪ କରୋନା ପଜିଟିଭ ବାହାରିଛନ୍ତି ଆଜିର ଦ୍ଵିତୀୟ ଦଫାରେ | ଆଜି ଦିନର ସେକେଣ୍ଡ ଅପଡେଟ ରେ ସରକାରଙ୍କ ପକ୍ଷରୁ ଏ ସୂଚନା ଦିଆଯାଇଛି | ୧୪ ଜଣ ଯାକ ଯାଜପୁରରୁ | ଆଉ ସେମାନଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ତିନି ବର୍ଷିଆ ଶିଶୁ |  ସେମାନଙ୍କ ବୟସ ହେଲା ଯଥା କ୍ରମେ ୨୯ ବର୍ଷ (ପୁରୁଷ) ୨୮ ବର୍ଷ (ପୁରୁଷ) 35 ବର୍ଷ (ପୁରୁଷ) 40 ବର୍ଷ (ମହିଳା) ୨୯ ବର୍ଷ (ପୁରୁଷ) ୨0  ବର୍ଷ (ମହିଳା) ୮୫  ବର୍ଷ (ମହିଳା ) ୩ ବର୍ଷ (ଶିଶୁ ପୁତ୍ର ) 34 ବର୍ଷ (ପୁରୁଷ) ୩ ବର୍ଷ (ଶିଶୁ କନ୍ୟା) ୩୬  ବର୍ଷ (ମହିଳା) ୧୨  ବର୍ଷ (ପୁରୁଷ) 52 ବର୍ଷ (ମହିଳା ) ୬୨  ବର୍ଷ (ପୁରୁଷ) | ଏମାନଙ୍କୁ ମିଶାଇ କରୋନା ପଜିଟିଭ  ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ରେ ପହଂଚିଛି | 

0
0
0
s2sdefault