ହେଡଲାଇନସ୍:

ବିଜେପି ସମ୍ବଲପୁର ଜିଲ୍ଲା ମହିଳା ସଂଗଠନ ପକ୍ଷରୁ ପୋଲିସ କର୍ମଚାରୀଙ୍କୁ କୃତଜ୍ଞତା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର-ଝାରସୁଗୁଡା ବ୍ୟୁରୋ ଚିଫ୍ ରମାକାନ୍ତ ବିଶ୍ବାଳ : କରୋନା କୋଭିଡ-19 ଭୁତାଣୁ ସଂକ୍ରମଣକୁ ରୋକିବା  ଜରୁରୀକାଳୀନ ଦାୟିତ୍ୱରେ ଥିବା  ପୋଲିସ, ସ୍ୱାସ୍ଥ୍ୟ, ପୌର ପରିଷଦ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ  ଅନବରବତ ଭାବେ  ତାଙ୍କର ସେଵା କାର୍ଯ୍ୟ ଜାରି ରଖିଛନ୍ତି  l ଏହି ପରିପେକ୍ଷି ରେ ଭାରତୀୟ ଜନତା ପାର୍ଟ ସମ୍ବଲପୁର ଜିଲ୍ଲା  ମହିଳା ସଭାନେତ୍ରୀ  ଆରତୀଲତା ବରାଡ଼ଙ୍କର ନେତୃତ୍ୱ ରେ ଆଜି  ଧନୁପାଲି ଥାନାଧିକାରୀ ଓ ପୋଲିସ  କର୍ମଚାରୀଙ୍କୁ  ଉପଢୌକନ, ସମ୍ବଲପୁରୀ ମାସ୍କ ଓ ସମ୍ନାନ ପତ୍ର  ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା l ଏହି ଅବସରରେ ସବିତା ନନ୍ଦ, ସୂର୍ଯ୍ୟ ପାଣିଗ୍ରାହୀ, ଦେଓକିରଣ ପଟ୍ଟନାୟକ, କ୍ରୀଷ୍ଣା ମହାକୁଡ଼, ହରିପ୍ରିୟା ସିଂ  ତଥା ଅନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି  ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ମାନ ଜଣାଇଥିଲେ l

0
0
0
s2sdefault