ହେଡଲାଇନସ୍:

କରୋନା ଲଢେଇରେ ଓଡ଼ିଶାର ବିଜୟ ଅଭିଯାନ ଜାରି, ପୁଣି ୫ ସୁସ୍ଥ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର ( ଶାସକ ପ୍ରଶାସକ): କରୋନାକୁ ନେଇ ଆତଙ୍କରେ ଥିବା ଓଡିଶାବାସୀଙ୍କ ପାଇଁ ଖୁସି ଖବର ।  ରାଜ୍ୟରେ  5 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ପଜିଟିିଭ କରୋନା ବାହାରିଥିବା ଏହି ରୋଗୀମାନଙ୍କ ଚିକିତ୍ସା ପରେ ଆଜି ନେଗେଟିଭ  ବାହାରିଛି ।ଏମାନେ ସମସ୍ତେ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ରୋଗୀ | ଏହାକୁ ନେଇ ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି | କରନା ବିରୋଧୀ ଲଢେଇରେ ଓଡିଶା ମିଳିତ ଉଦ୍ୟମ ଯୋଗୁ ତାହାର ବିଜୟ ପର୍ବ ଜାରି ରଖିଛି ବୋଲି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ କୁହାଯାଇଛି | 

  It is indeed a pleasure to share that another FIVE Covid patients, all of Bhubaneswar, have recovered and tested negative for COVID-19. 

With the combined efforts of all, Odisha is winning the fight against Covid!

 

0
0
0
s2sdefault