ହେଡଲାଇନସ୍:

ପୋଲସରା ବ୍ଲକ ମାଳତେନ୍ତୁଳିଆ ଓ ସୋଡକ ମେରୁ ଯାତ୍ରାରୁ ୧୨ ଦଣ୍ଡୁଆ ଥାନାରେ ଅଟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା:  କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଲକ ଡାଉନ ଘୋଷଣା କରିଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ମେରୁ ଯାତ୍ରା ନକରିବା ପାଇଁ ନିବେଦନ କରିଥିଲେ । ତଥାପି ଆଇନକୁ ଅମାନ୍ୟ କରି କେତକ ସ୍ଥାନରେ ମେରୁ ଯାତ୍ରା ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ସେହିପରି ପୋଲସରା ବ୍ଲକର ମାଳତେନ୍ତୁଳିଆ ଓ ସୋଡ଼କ ଗ୍ରାମରେ ମଧ୍ୟ ଆଇନ ଅମାନ୍ୟ କରି ମେରୁ ଯାତ୍ରା କରି ସାମାଜିକ ଦୂରତା ଭଙ୍ଗ କରି ଜନସାଧାରଣ ଏକାଠି ହୋଇଥିବା ଅଭିଯୋଗରେ ପୋଲସରା ପୋଲିସ ୧୨ ଜଣ ଦଣ୍ଡୁଆଙ୍କୁ ଆଣି ଥାନାରେ ଅଟକ ରଖିଥିବା ଜଣାପଡିଛି |

0
0
0
s2sdefault