ହେଡଲାଇନସ୍:

କାଲିର ପଜିଟିଭ, ଆଜି ହେଲେ ନେଗେଟିଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁସ୍ଥ ହେଲେ 10 କରୋନା ରୋଗୀ, ଭୁବନେଶ୍ୱରରୁ 5 

Bhubaneswar : ଖୁସି ଖବର । 10 କରୋନା ରୋଗୀ ସୁସ୍ଥ ହେଲେ । ଚିକିସ୍ତା ପରେ ଆଜି ପରୀକ୍ଷା ହେବାରୁ ପଜିଟଭରୁ  ସେମାନେ ଏବେ ନେଗେଟିଭ ବୋଲି ଜଣା ପଡ଼ିଛି । ସେମାନଙ୍କ ମଧ୍ୟରୁ 5 ଜଣ ଭୁବନେଶ୍ୱରର । ଆଉ ଦୁଇ ଜଣ ଭଦ୍ରକରୁ ଥିବାବେଳେ, ଯାଜପୁର, କଟକ ଓ ପୁରୀରୁ ଜଣେ ଲେଖାଏଁ ରୋଗୀ ସୁସ୍ଥ ହୋଇଛନ୍ତି । ଏଠି ପାଇଁ ସେମାନଙ୍କ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତିବଦ୍ଧତା ପୂର୍ଣ ସେବା ସର୍ବପରି ରାଜ୍ୟ ସରକାରଙ୍କ ସମୟୋଚିତ ପଦକ୍ଷେପ ଯୋଗୁ ସମ୍ଭବ ହୋଇପାରିଥିବା ପରିପ୍ରେକ୍ଷୀର୍ଵ ସେମାନଙ୍କୁ ଧନ୍ୟବାଦ ।

 

0
0
0
s2sdefault