ହେଡଲାଇନସ୍:

ତୁଣ୍ଡି ନଦେଲେ ତଣ୍ଡ ଗଣିବା ଥୟ : ଆଜିଠୁ କଡାକଡି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଶାସକ ପ୍ରଶାସକ ) : ୯ ଏପ୍ରିଲ ୨୦୨୦ ଅର୍ଥାତ ଆଜି ସକାଳ ୭ଟାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ। ଏହି ନିୟମକୁ ରାଜ୍ୟବ୍ୟାପୀ କଡାକଡି କରାଯାଇଛି | ଘରୁ ବାହାରିବା ସମୟରେ ପ୍ରତ୍ୟେକ ବ୍ୟକ୍ତି ମୁହଁ ଏବଂ ନାକକୁ ମାସ୍କ ଦ୍ବାରା ଆବୃତ୍ତ କରନ୍ତୁ। ଯାହାପାଖରେ ମାସ୍କ ନାହିଁ, ସେମାନେ ମାସ୍କ ପରିବର୍ତ୍ତେ ଦୁଇ ପରସ୍ତ ରୁମାଲ, ଗାମୁଛା ଓ ଓଢଣୀକୁ ବ୍ୟବହାର କରିପାରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ଅବଗତ କରାଇଦିଆଯାଇଛି |  

0
0
0
s2sdefault